ଥାଇଲ୍ୟାଣ୍ଡ: ମିଆଁମାରରେ ଭୂମିକମ୍ପର ତୀବ୍ର ଝଟ୍କା ଅନୁଭୂତି । ଭୂମିକମ୍ପ ଝଟ୍କା ଥାଇଲାଣ୍ଡ ଯାଏଁ ଅନୁଭୂତି । ଶୁକ୍ରବାର ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ସ୍ଥାନୀୟ ସମୟ ପ୍ରାୟ ୧:୩୦ ସମୟରେ 7.7 ତୀବ୍ରତାର ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ କୋଠାଗୁଡ଼ିକ ଥରି ଉଠିଥିଲା।ତାସ ପତ୍ତା ଭଳି ଭୁଶୁଡି ପଡିଲା କୋଠା । କୋଠାରେ ଥିବା ୪୩ ଜଣ ନିଖୋଜ ସୂଚନା ।