21.1 C
Bhubaneswar
Monday, February 2, 2026
Homeଓଡିଶାଠକେଇ ଅଭିଯୋଗ: ବିଲଡର୍ ଗିରଫ

ଠକେଇ ଅଭିଯୋଗ: ବିଲଡର୍ ଗିରଫ

କଟକ: ବିଲଡର ସଂସ୍ଥା ମାଲିକ ସଞ୍ଜୀବ ବିଶ୍ୱାଳ ଗିରଫ । ୩୮ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା ସଦର ଥାନା ପୋଲିସ । ଦୁଇ ଜଣଙ୍କୁ ଜମି ଦେବା ପାଇଁ ବିଲ୍ଡର‌ ନେଇଥିଲେ ଟଙ୍କା । ୩୮ ଲକ୍ଷ ଟଙ୍କା ଠକେଇ ନେଇ ହୋଇଥିଲା ଅଭିଯୋଗ । ୨୦୨୪ ସାଧାରଣ ନିର୍ବାଚନରେ ବାଲିକୁଦା ଏରସମାର ସ୍ୱାଧୀନ ପ୍ରାର୍ଥୀ ଥିଲେ ସଞ୍ଜୀବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking