18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ବଜେଟରେ ପ୍ରାଧାନ୍ୟ: ଅର୍ଥମନ୍ତ୍ରୀ

ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ବଜେଟରେ ପ୍ରାଧାନ୍ୟ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବଜେଟ ଉପସ୍ଥାପନା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ପ୍ରେସମିଟ କରି କହିଛନ୍ତି, ବିକଶିତ ଭାରତକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ ହୋଇଥିଲା । ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ବଜେଟରେ ପ୍ରାଧାନ୍ୟ ଦିଆଯାଇଛି । ସାଧାରଣ ଜନତାଙ୍କ ପାଇଁ ବଜେଟ । ସବକା ସାଥ ସବକା ବିକାଶକୁ ଗୁରୁତ୍ୱ ଦିଆଯାଇଛି । ବିକାଶ ରୋଜଗାର ଉପରେ ଅଧିକ ପ୍ରାଥମିକତା ଦିଆଯାଇଛି । ବିକଶିତ ଭାରତକୁ ଇନ୍ଧନ ଯୋଗାଇବ । ରୋଜଗାର ଉପରେ ଅଧିକ ପ୍ରାଥମିକତା ଦିଆଯାଇଛି । ଏଥି ସହିତ ବୈଷୟିକ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking