21.1 C
Bhubaneswar
Sunday, February 1, 2026
Homeଓଡିଶାସବୁବର୍ଗ ପାଇଁ ବଜେଟ୍‌: ମୁଖ୍ୟମନ୍ତ୍ରୀ

ସବୁବର୍ଗ ପାଇଁ ବଜେଟ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ । ସବୁବର୍ଗ ପାଇଁ ବଜେଟ୍ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଐତିହାସିକ ବଜେଟ୍‌, ମୋଦିଙ୍କ ସ୍ୱପ୍ନକୁ ସାକାର କରିବ । ବଜେଟ୍‌ରେ ଯୁବଶକ୍ତିକୁ ଫୋକସ୍ କରାଯାଇଛି । ଶିଳ୍ପ ଓ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବଜେଟ୍ ରେ ଓଡିଶା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଟର୍ଟଲ ଟ୍ରେଲ୍‌, ଏନଡବ୍ଲୁ – ୫, ବିରଳ ମୃତ୍ତିକା କରିଡର ପାଇଁ କୃତଜ୍ଞତା ଜଣାଇଛନ୍ତି । ଅଜିର ବଜେଟ୍‌ରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି । ନିଯୁକ୍ତି ସୃଷ୍ଟି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking