28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବଜେଟ ୨୦୨୪-୨୫ : ଆୟକରଦାତାଙ୍କୁ ଆଶ୍ୱସ୍ତି

ବଜେଟ ୨୦୨୪-୨୫ : ଆୟକରଦାତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ ।

୧.ଷ୍ଟାଣ୍ଡାର୍ଡ ଡିଡକସନ୍ ପରିମାଣ ୫୦ ହଜାରୁ ୭୫ ହଜାରକୁ ବଢିଲା
୨.ବେତନଭୋଗୀଙ୍କୁ ୧୭ ହଜାର ୫୦୦ ଟଙ୍କାର ଲାଭ
୩.ପୁରୁଣା ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନାହିଁ
୪.ନୂତନ ଆୟକର ସ୍ଲାବରେ ପରିବର୍ତ୍ତନ
୪. ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ
୫.୩ ଲକ୍ଷରୁ ୭ ଲକ୍ଷ ଟଙ୍କା ଆୟରେ ୫% ଟିକସ
୬.୭ରୁ ୧୦ ଲକ୍ଷ ଟଙ୍କା ଆୟରେ ୫% ଟିକସ
୭.୭ରୁ ୧୦ ଲକ୍ଷ ଆୟରେ ୧୦% ଟିକସ
୮.୧୦ରୁ ୧୨ ଲକ୍ଷ ଆୟରେ ୧୫% ଟିକସ
୯.୧୨ ରୁ ୧୫ ଲକ୍ଷ ଆୟରେ ୨୦% ଟିକସ
୧୦.୧୫ ଲକ୍ଷରୁ ଅଧିକ ଆୟରେ ୩୦% ଟିକସ
୧୧.କୃଷି ପାଇଁ ୧.୫୨ ଲକ୍ଷ କୋଟି
୧୨.୫ ରାଜ୍ୟରେ କିଷାନ କ୍ରେଡିଟ କାର୍ଟ ଲଞ୍ଚ
୧୩.ମହାକାଶ ଅର୍ଥନୀତି ପାଇଁ ୧୦୦୦ କୋଟି
୧୪.ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟି ଘର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking