27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବଜେଟ ୨୦୨୪-୨୫ : କ’ଣ ହେଲା ଶସ୍ତା ଜାଣନ୍ତୁ...

ବଜେଟ ୨୦୨୪-୨୫ : କ’ଣ ହେଲା ଶସ୍ତା ଜାଣନ୍ତୁ…

ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ତେବେ କ’ଣ ଶସ୍ତା ହୋଇଛି ଆସନ୍ତୁ ଜାଣିବା…
୧.ମୋବାଇଲ
୨.ଚାର୍ଜର
୩.ସୁନା
୪.ରୁପା
୫.ପ୍ଲାଟିନମ
୬.ସୋଲାର ପ୍ୟାନେଲ
୭.ଚମଡା ଓ ଜୋତା
୮.ଟେଲିକମ ଉପକରଣ
୯.କ୍ୟାନସର ଔସଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking