27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବଜେଟ୍ ୨୦୨୪-୨୫ : ନିର୍ମାଣ ହେବ ୧୦୦ ଷ୍ଟ୍ରିଟଫୁଡ ହବ

ବଜେଟ୍ ୨୦୨୪-୨୫ : ନିର୍ମାଣ ହେବ ୧୦୦ ଷ୍ଟ୍ରିଟଫୁଡ ହବ

ନୂଆଦିଲ୍ଲୀ : ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।   ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ତେବେ ଦେଶର ବିଭିନ୍ନ ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ବଛା ବଛା ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ଓ ହାଟ ନିର୍ମାଣ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking