19.1 C
Bhubaneswar
Wednesday, February 11, 2026
Homeଓଡିଶାବିଟିପିଏଲ ଏମ୍‌ଡି ପାର୍ଥ ସାରଥି ଗିରଫ

ବିଟିପିଏଲ ଏମ୍‌ଡି ପାର୍ଥ ସାରଥି ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ବିଟିପିଏଲ ଏମ୍‌ଡି ପାର୍ଥ ସାରଥି ବିଶ୍ୱାଳଙ୍କୁ ଗିରଫ କଲା ଇଡି । ପିଏମଏଲଏ ଆକ୍ଟ ଅନୁସାରେ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୌରଶକ୍ତି ନିଗମ ଲିମିଟେଡକୁ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ଗିରଫ । ରିଲାଏନ୍ସ ପାୱାର ଲିମିଟେଡଠୁ କମିଶନ ନେଇ ବ୍ୟାଙ୍କ ଗ୍ୟାରେଣ୍ଟି ଦେଉଥିବା ନେଇ ଅଭିଯୋଗ ହୋଇଛିା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking