ଭୁବନେଶ୍ୱର: ଏଣିକି ସରକାରୀ ଅଫିସରେ ବିଏସଏନଏଲ ନେଟୱାର୍କ ବାଧ୍ୟତାମୂଳକ । ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି ପ୍ରକାଶ ପାଇଛି । ସବୁ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ ବିଏସଏନଏଲ ଇଣ୍ଟରନେଟ । ବିଏସଏନଏଲ, ଲ୍ୟାଣ୍ଡମାଇନ, ଲିଜ ଲାଇନ ସେବା ବ୍ୟବହାର ହେବ ।