19.1 C
Bhubaneswar
Saturday, November 23, 2024
Homeଓଡିଶାସେପ୍ଟେମ୍ବର ୧୦ ଯାଏଁ ବିଏସ୍‌କେୱାଇ

ସେପ୍ଟେମ୍ବର ୧୦ ଯାଏଁ ବିଏସ୍‌କେୱାଇ

ଭୁବନେଶ୍ୱର : ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ସେପ୍ଟେମ୍ବର ୧୦ ପରେ ଲାଗୁ ହେବ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ଏବେ ବିଏସ୍‌କେୱାଇ ଯେମିତି ଚାଲିବା କଥା ଚାଲିଛି । ବିଲ୍ ପାସ୍ ପରେ ନୂଆକାର୍ଡର ପ୍ରକ୍ରିୟା ଆରମ୍ଭ ହେବ ।

ସିଧା ବିମାନ ଥିବାରୁ ରାସ୍ତାବାଟେ ଆଣିଲୁ : ସୁରେଶ ପୂଜାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking