22.1 C
Bhubaneswar
Tuesday, January 14, 2025
Homeଓଡିଶାବିଏସକେୱାଇ ଦୁର୍ନୀତିର ତଦନ୍ତ ହେବ : ମନ୍ତ୍ରୀ

ବିଏସକେୱାଇ ଦୁର୍ନୀତିର ତଦନ୍ତ ହେବ : ମନ୍ତ୍ରୀ

ଭୁବନେଶ୍ୱର : ବିଏସକେୱାଇ ଦୁର୍ନୀତିର ତଦନ୍ତ ହେବ କହିଲେ  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ପୂର୍ୱରୁ ବିଏସକେଫ୍ୱାଇ କାର୍ଡ ଥାଇ ଲୋକେ ପ୍ରତ୍ୟାଖ୍ୟାତ ହୋଇଥିଲେ । ବହୁତ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ । ମନଇଚ୍ଛା ହସ୍ପିଟାଲ ମାନେ ବିଲ କରୁଥିଲେ । ପୂର୍ୱ ସରକାରର ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ ।  ସେ ବାବଦରେ ଖୁବଷୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking