24.1 C
Bhubaneswar
Friday, February 6, 2026
Homeଓଡିଶାଠେଙ୍ଗାରେ ପିଟିପିଟି ପୂଜକଙ୍କୁ ନିର୍ମମ ହତ୍ୟା

ଠେଙ୍ଗାରେ ପିଟିପିଟି ପୂଜକଙ୍କୁ ନିର୍ମମ ହତ୍ୟା

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅନ୍ତର୍ଗତ କାକି ଗାଁର କିନ୍ନର ପୂଜକ ଶଙ୍କର ରାନ୍ଧିଙ୍କୁ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା ଅଭିଯୋଗ ହୋଇଛି। ଉଭୟ ମୃତକ ଓ ଅଭିଯୁକ୍ତ ପଡ଼ୋଶୀ ଅଟନ୍ତି।  ମୃତକଙ୍କ ଭାଇ ସଞ୍ଜିତ ରାନ୍ଧି ସୁନାବେଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଦେବ ଗୁଡ଼ିଆ ଏବଂ ଲକ୍ଷ୍ମୀଧର ନାୟକ ଗତ ରବିବାର ରାତିରେ ଶଙ୍କରଙ୍କୁ ମନ୍ଦିର ଭିତରୁ ଟାଣି ନେଇ ଠେଙ୍ଗାରେ ପିଟିପିଟି ନିର୍ମମ ହତ୍ୟା କରି ତାଙ୍କ ଘର ଦାଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ସଞ୍ଜିତ ନିଜ ଲୋକଙ୍କ ସାହାଯ୍ୟରେ ଶଙ୍କରଙ୍କୁ ସୁନାବେଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking