16.1 C
Bhubaneswar
Saturday, December 13, 2025
Homeଓଡିଶାଭାଉଜକୁ ହାଣି ପକାଇଲା ଦିଅର

ଭାଉଜକୁ ହାଣି ପକାଇଲା ଦିଅର

ଆନନ୍ଦପୁର: ଆନନ୍ଦପୁରରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଜମିବାଡି ବିବାଦରୁ ଭାଉଜକୁ ହାଣି ପକାଇଲା ଦିଅର । ଗୋଳାବନ୍ଧ ଗାଁରେ ଜମିବାଡି ବିବାଦରୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଭାଉଜ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking