ଗଞ୍ଜାମ: ଜେଲ ଫେରନ୍ତା ଭାଇକୁ ପିଟିପିଟି ହତ୍ୟା । ପାରିବାରିକ କଳିକୁ ନେଇ ହତ୍ୟା କଲା ବଡ ଭାଇ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କୋଦଳା ଥାନା ବାଦପଲ୍ଲୀ ଗାଁରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ବଡ ଭାଇ ଓ ଭାଉଜ ଥାନାରେ ଅଟକ ରହିଛନ୍ତି । ଘଟଣାର ତଦନ୍ତ କରୁଛି କୋଦଳା ପୋଲିସ ।