15.1 C
Bhubaneswar
Friday, December 19, 2025
Homeଓଡିଶାଖୁଡି ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା

ଖୁଡି ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା

ପଦ୍ମପୁର:  ଦାଦା , ଖୁଡି ଓ ଭଉଣୀକୁ ଟାଙ୍ଗିଆରେ ଆକ୍ରମଣ । ଘଟଣାସ୍ଥଳରେ ଖୁଡି ଓ ଭଉଣୀ ମୃତ । ଦାଦା ଗୁରୁତର ଅଛନ୍ତି । ପଦ୍ମପୁର ଥାନା ପଥୁରୀ ଗାଁରେ ହତ୍ୟାକାଣ୍ଡ ଘଟିଛି । ଆକ୍ରମଣ ପରେ ଅଭିଯୁକ୍ତ  ପୁତୁରା ଆତ୍ମସମର୍ପଣ କରିଛନ୍ତି । ଦାଦା ଗୁରୁତର ଥିବାରୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରି ଛାନଭିନ କରିଛି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।   ପରିବାର ଲୋକଙ୍କ ମନରେ  ଶୋକର ଛାୟା ଖେଲିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking