20.1 C
Bhubaneswar
Sunday, December 7, 2025
Homeଓଡିଶାସର୍ପାଘାତରେ ଭାଇ ଭଉଣୀ ମୃତ

ସର୍ପାଘାତରେ ଭାଇ ଭଉଣୀ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ସାପ କାମୁଡିବାରୁ ଦୁଇ ଭାଇ ଭଉଣୀଙ୍କ ଆକାଳ ମୃତୁ ଘଟିଛି । ଟାଉନ ଥାନା ମାଲଗୋଦାମ ପଡାରେ ଘଟିଛି ଏହି ଅଭାବନୀୟ ଘଟଣା । ଘରେ ସୋଇଥିବା ସମୟରେ ବିଷଧର ସାପ ଘରକୁ ପଶି ଆସି ଭାଇ ଭଉଣୀଙ୍କୁ କାମୁଡି ଦେଇଥିଲା। ସାପ କାମୁଡିବା ପରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା, ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking