27.1 C
Bhubaneswar
Thursday, October 17, 2024
Homeଓଡିଶାଥାନା ବାବୁଙ୍କ ପାଇଁ ଏସଓପି ଆଣ

ଥାନା ବାବୁଙ୍କ ପାଇଁ ଏସଓପି ଆଣ

ଭୁବନେଶ୍ୱର : ଭରତପୁର ଥାନା ମାମଲାରେ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ । ଥାନା ବାବୁଙ୍କ ପାଇଁ ଏସଓପି ଆମିାବାକୁ ନିର୍ଦ୍ଦେଶ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ । ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର କରିବେ ଏସଓପି ଆଣନ୍ତୁ । ରାଜ୍ୟରେ ୧୩ଟି ଥାନାରେ ନାହିଁ ସିସିଟିଭି । ୧୫ ଦିନ ଭିତରେ କାର୍ଯ୍ୟକ୍ଷମ ହେବ ସିସିଟିଭି । କୋର୍ଟଙ୍କୁ ଜଣାଇଲେ ପୂର୍ବତନ ଜେଲ ଆଧୁନିକୀକରଣ ଏଡିଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking