32.1 C
Bhubaneswar
Saturday, February 14, 2026
Homeଓଡିଶାନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ଘଟଣା: ପ୍ରଫେସର ନିଲମ୍ବିତ

ନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ଘଟଣା: ପ୍ରଫେସର ନିଲମ୍ବିତ

ସମ୍ବଲପୁର:ନାକ୍ ମାନ୍ୟତା ପାଇଁ ଲାଞ୍ଚ କାରବାର ଘଟଣାରେ ଅଭିଯୁକ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣା ନିଲମ୍ବିତ । ଅଧ୍ୟାପକ ବୁଲୁ ମହାରଣାଙ୍କୁ ନିଲମ୍ବିତ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ,ପୂର୍ବରୁ ତାଙ୍କୁ ଗିରଫ କରିଛି ସିବିଆଇ । ସମ୍ବଲପୁର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ମଧ୍ୟ କରିଥିଲା ସିବିଆଇ ।ଏହାକୁ ନେଇ ମଙ୍ଗଳବାର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ କରିଥିଲା । ରେଡ୍‌ ସମୟରେ ୩୭ ଲକ୍ଷ ନଗଦ ଟଙ୍କା, ୬ଟି ଲାପଟପ୍ ଏବଂ ଆଇ-ଫୋନ ଜବତ ହୋଇଥିଲା ଏହି ଚଢ଼ାଉ ସମୟରେ ସମ୍ବଲରପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା  ସିବିଆଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking