27.1 C
Bhubaneswar
Wednesday, January 22, 2025
Homeଓଡିଶାଭିଜିଲାନ୍ସ ଜାଲରେ  ଲାଞ୍ଚୁଆ  ଡାକ୍ତର

ଭିଜିଲାନ୍ସ ଜାଲରେ  ଲାଞ୍ଚୁଆ  ଡାକ୍ତର

କଟକ : କଟକ ଜିଲ୍ଲାର ନରସିଂହପୁରରେ ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଡାକ୍ତର ଧରାପଡିଛନ୍ତି । ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର  ଡାକ୍ତର ବିଶ୍ୱନାଥ ଆଧେକ । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ୫ ହଜାର ଲାଞ୍ଚ ମାଗିଥିଲେ । ସାପ କାମୁଡାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା । ଧରାପଡିବା ପରେ  ଡାକ୍ତରଙ୍କୁ  କଟକ ନେଇ ଭିଜିଲାନ୍ସ ତନାଘନା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking