15.1 C
Bhubaneswar
Friday, December 19, 2025
Homeଓଡିଶାଅଧାରେ ଫସିଲା ବ୍ରହ୍ମ ତାଳଧ୍ୱଜ ରଥ

ଅଧାରେ ଫସିଲା ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଅଧାରେ ଫସିଲା ବ୍ରହ୍ମ ତାଳଧ୍ୱଜ ରଥ । ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ ରଥ । ଶ୍ରଦ୍ଧାଳୁ ଟାଣିବା ବେଳେ ବାମ ମୋଡ ନେଇ ଅଟକିଲା ରଥ ।  ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ତାଳଧ୍ୱଜ ରଥ । ହାଇଡ୍ରୋଲିକ ଜ୍ୟାକ୍ ମେସିନ ସାହାଜ୍ୟରେ ଟ୍ରାକୁ ଆଣିବାକୁ ଉଦ୍ୟମ ଜାରି ରହିଛି ।

ଖଣ୍ଡଗିରି ଓ ଉଦୟଗିରି ପରିଦର୍ଶନ କଲେ ରାଷ୍ଟ୍ରପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking