32.1 C
Bhubaneswar
Saturday, February 14, 2026
Homeଓଡିଶାଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କକ୍ଷ

ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କକ୍ଷ

ପୁରୀ:  ଆଜିଠୁ ଶ୍ରୀମନ୍ଦିରରେ ମାତୃ ଶିଶୁ ସ୍ତନ୍ୟପାନ ଖୋଲିଲା । ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହେବ । ନିକଟରେ ଏନେଇ  ନିର୍ଦ୍ଦେଶ ଦେଇଥିଲେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking