26.1 C
Bhubaneswar
Monday, November 25, 2024
Homeଓଡିଶାବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା

ବରଗଡ ଧନୁଯାତ୍ରା ପାଇଁ କଂସ ଚୟନ ପ୍ରକ୍ରିୟା

ବରଗଡ : ବରଗଡ ଧନୁଯାତ୍ରା ପାଇଁ କଂସ ବଛାଯିବ । ଚଳିତ ଧନୁଯାତ୍ରାରେ କଂସ ପାଇଁ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବେ ୪ଜଣ କଳାକାର । ଆର୍ତ୍ତତ୍ରାଣ ସୁନାମି , ଜଗଦାନନ୍ଦ ମିଶ୍ର , ଭୁବନେଶ୍ୱର  ପ୍ରଧାନ , ସୁଶୀଲ କୁମାର ମେହେର ଚୟନ ପ୍ରକ୍ରିୟାରେ ସାମିଲ ନେବେ । ୨୦୨୨  ଚୟନ ପ୍ରକ୍ରିୟାରେ ଭାଗ ନେଇଥିବା ଏହି ଚାରି ଜଣ ପୁଣିଥରେ କଂସ ଚରିତ୍ରରେ ଭାଗ ନେବା ପାଇଁ ଅଡିସନ ଦେବେ । ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ବରଗଡ ଧନୁଯାତ୍ରାମହୋସ୍ୱ ସମିତି  ଏଭଳି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking