21.1 C
Bhubaneswar
Sunday, January 18, 2026
Homeଓଡିଶାପ୍ରେମିକ ନିଖୋଜ: ରିମାଣ୍ଡରେ ପ୍ରେମିକା

ପ୍ରେମିକ ନିଖୋଜ: ରିମାଣ୍ଡରେ ପ୍ରେମିକା

ଭୁବନେଶ୍ୱର: ୨୦୧୯ ବ୍ୟବସାୟୀ ବଳରାମ ସାହାଣି ଅପହରଣ ମାମଲା । ୨୦୧୯ ବ୍ୟବସାୟୀ ବଳରାମ ସାହାଣି ଅପହରଣ ମାମଲାରେ ନୂଆ ଖୁଲାସା ହୋଇଛି । ଗଞ୍ଜାମରୁ ଗିରଫ ପ୍ରେମିକାକୁ ରିମାଣ୍ଡରେ ନେଲା ପୋଲିସ । ଗଞ୍ଜାମରୁ ଗିରଫ ପ୍ରେମିକାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ । ଝାରପଡା ଜେଲରୁ ଦିନିକିଆ ରିମାଣ୍ଡରେ ନେଇ ଚନ୍ଦକା ଥାନା ପୁଲିସ ଜେରା କରୁଥିବା ସୂଚନା ମିଳିଛି । ଏବେ ବି ନିଖୋଜ ଥିବା ବ୍ୟବସାୟୀଙ୍କର କୌଣସି ପତ୍ତା ମିଳୁନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking