କେନ୍ଦ୍ରାପଡା: ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହେଲେ କେନ୍ଦ୍ରାପଡାର ଯୁବକ ମନୋଜ। ୨୩ ବର୍ଷୀୟ ପୁଅ ମନୋଜର ଅଙ୍ଗଦାନ କଲେ ପରିବାର ଲୋକ। ଦୁର୍ଘଟଣା ପରେ ଚିକିତ୍ସିତ ଅବସ୍ଥାରେ ହୋଇଥିଲା ବ୍ରେନ ଡେଡ଼।