14.1 C
Bhubaneswar
Sunday, December 7, 2025
Homeଓଡିଶାଶେରଗଡ଼ରେ ଗର୍ଜିଲା ବୋମା,ବନ୍ଧୁକ

ଶେରଗଡ଼ରେ ଗର୍ଜିଲା ବୋମା,ବନ୍ଧୁକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ସୁନତର ଗ୍ରାମରେ ଗର୍ଜିଲା ବନ୍ଧୁକ ଓ ବୋମା । କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ବ୍ୟକ୍ତି ଉପରକୁ ପ୍ରଥମେ ବୋମା ମାଡ଼ କରିଥିଲେ । ଏହାପରେ ମାଉଜରରୁ ଗୁଳି ଚଳାଇ ଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ କାଳିଆ ଜେନା ଗଭୀର ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଗୁଳି ଓ ବୋମା ମାଡ଼ରେ ଆହତ କାଳିଆ ଜେନା ସରପଞ୍ଚଙ୍କ ବାପା ବୋଲି ଜଣାପଡିଛି । ତେବେ ତାଙ୍କୁ ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ନା ପୂର୍ବଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking