17.1 C
Bhubaneswar
Friday, February 6, 2026
Homeଓଡିଶାରାଜଧାନୀ ଉପକଣ୍ଠରେ ବୋମାମାଡ

ରାଜଧାନୀ ଉପକଣ୍ଠରେ ବୋମାମାଡ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୋମାମାଡ । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭୁବନେଶ୍ୱର ଉପକଣ୍ଠ ସାମପୁରରେ କାର ସୋ ରୁମକୁ ବୋମାମାଡ । ୫ଟି ବୋମା ମାଡ କରିଥିଲେ ଦୁର୍ବୃତ୍ତ । ବୋମାମାଡରେ ଏକାଧିକ ଗାଡି ପୋଡି ଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking