29.1 C
Bhubaneswar
Tuesday, April 22, 2025
Homeଓଡିଶାପିପିଲିରେ ବୋମାମାଡ

ପିପିଲିରେ ବୋମାମାଡ

ପିପିଲି: ପିପିଲି ଜମାଲପୁରରେ ରାତି ଅଧିଆ ବୋମା ଫୁଟିଲା । ଫଳରେ ଜଣେ ଗୁରୁତର ହୋଇଛନ୍ତି । ୩ ଜଣ ଆହତ ହୋଇଛନ୍ତି । ବୋମାମାଡ ବେଳେ  ଯୁବକଙ୍କ ହାତରେ ବୋମା ଫୁଟିଯାଇଛି । ଗୁରୁତର ଯୁବକ ଭୁବନେଶ୍ୱର ଏଇମ୍ସ କୁ ସ୍ଥାନାନ୍ତର କରାଯାଇଛି । ବୋମାମାଡ କାହିଁକି ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking