20.1 C
Bhubaneswar
Thursday, January 15, 2026
Homeଅପରାଧବିଳମ୍ବିତ ରାତିରେ ବୋମା ମାଡ କରି ଦୁର୍ବୃତ ଫେରାର

ବିଳମ୍ବିତ ରାତିରେ ବୋମା ମାଡ କରି ଦୁର୍ବୃତ ଫେରାର

ଗଂଜାମ: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ମୌଳାଭଣଜା ପଞ୍ଚାୟତ ନୂଆଁଗଡ଼ରେ ବୋମା ମାଡ଼ ହୋଇଥିବା ସୂଚନା । ନାଏବ ସରପଞ୍ଚ ବିଟୁ ଗୌଡଙ୍କ ଘର ସାମ୍ନାରେ ବିଳମ୍ବିତ ରାତିରେ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ପାଟପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ବୋମା ମାଡ କରିଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ । ବୋମା ପକାଇ ଦୁର୍ବୃତ ଫେରାର ଥିବାବେଳେ । ଗତକାଲି ସନ୍ଧ୍ୟାରେ ଦିଗପହଣ୍ଡି ବସଷ୍ଟାଣ୍ଡରେ ବି ଚାରୋଟି ବୋମା ମାଡ଼ ହୋଇଥିବା ବେଳେ ପୁଣି ରାତିରେ ସାନଖେମୁଣ୍ଡିରେ ବୋମାମାଡ଼ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking