36.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶଇଡି ଉପରେ ଗର୍ଜିଲେ ବମ୍ବେ ହାଇକୋର୍ଟ

ଇଡି ଉପରେ ଗର୍ଜିଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ଇଡି ଉପରେ ଗର୍ଜିଲେ ବମ୍ବେ ହାଇକୋର୍ଟ ।  କହିଲେ କାହିଁକି ସାଧାରଣ  ଲୋକଙ୍କୁ ହଇରାଣ କରୁଛନ୍ତି ।   ସୂଚନା ଅନୁସାରେ   ମୁମ୍ବାଇ ଭିଲେ ପାର୍ଲର ଏକ ରିୟଲଇଷ୍ଟେଡ କମ୍ପାନୀ ବିରୋଧରେ ବଡ ଧରଣ ଅର୍ଥହେରଫେର ଅଭିଯୋଗ ଆଣିବା ସହ ସମନ ପଠାଇଥିଲା ଇଡି ।ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ଶୋଷଣ ଅଭିଯୋଗ ଆଣି ଆଣିଥିଲେ କମ୍ପାନୀ ମାଲିକ ।ପିଟିସନରେ କୁହାଯାଇଥିଲା ଇଡିର ଅଭିଯୋଗ ଭିତିହୀନ ଓ ପ୍ରମାଣ ଆଧାରରରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ମାନସିକ ଯାତନା ଦିଆଯାଉଛି ।ତେବେ କୋର୍ଟ ଆବେଦନ ଉପରେ ଶୁଣାଣୀ କରି ଇଡିକୁ ପ୍ରଶ୍ନ କରିଥିଲେ ।କୋର୍ଟଙ୍କ ପ୍ରଶ୍ନ ଥିଲା କାହିଁକି ନିୟମ ଭିତରେ କାମ କରୁନି ଇଡି?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking