25.1 C
Bhubaneswar
Saturday, February 7, 2026
Homeଓଡିଶାବ୍ରହ୍ମପୁରରେ ବୋମାମାଡ

ବ୍ରହ୍ମପୁରରେ ବୋମାମାଡ

ବ୍ରହ୍ମପୁର: ଦୁଇ ଗୋଷ୍ଠୀ ମୁହାଁମୁହିଁରୁ ବୋମାମାଡ, ଜଣେ ଆହତ। ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏପରିକି ବୋମାମାଡ ମଧ୍ୟ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଗାଁରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking