17.1 C
Bhubaneswar
Tuesday, December 16, 2025
Homeଓଡିଶାରାଜଧାନୀରେ ବସ ଟିକେଟ କାଉଣ୍ଟରକୁ ବୋମାମାଡ

ରାଜଧାନୀରେ ବସ ଟିକେଟ କାଉଣ୍ଟରକୁ ବୋମାମାଡ

ଭୁବନେଶ୍ୱର : ବସ ଟିକେଟ କାଉଣ୍ଟରକୁ ବୋମାମାଡ । ରାଜଧାନୀରେ ବସ ଟିକେଟ କାଉଣ୍ଟରକୁ ବୋମାମାଡ କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡର ବିଶାଖାପାଟନମ କାଉଣ୍ଟରକୁ ବୋମାମାଡ ହୋଇଛି । ବୋମାମାଡ ପରେ ଟିକେଟ କାଉଣ୍ଟରରେ ନିଆଁ ଲାଗିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଘଟିଥିବା ଘଟଣାରେ ମୃତାହତଙ୍କ ସୂଚନା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking