16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବୋଲେରୋ-ଟ୍ରକ ଧକ୍କା: ୯ ମୃତ

ବୋଲେରୋ-ଟ୍ରକ ଧକ୍କା: ୯ ମୃତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର  ପୁରୁଲିଆ ଜିଲ୍ଲାରେ   ଶୁକ୍ରବାର ସକାଳେ   ବଡ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏକ ବିବାହ ଉତ୍ସବରେ ଯୋଗ ଦେଇ  ବୋଲେରୋ ରେ  ଘରକୁ ଫେରିବା ବେଳେ ବୀପରିତ ଦିଗରୁ ଏକ ଟ୍ରକ ଆସି  ବୋଲେରୋକୁ ଧକ୍କା ଦେଇଥିଲା ।  ସମସ୍ତ ମୃତକ  ପୁରୁଲିଆର  ବାରବଜାର ଥାନା ଅଞ୍ଚଳର  ଆଡାବାନା ଗାଁର ବାସିନ୍ଦା ।   ବୋଲରଟି କାରକୁ ଏତେ ଜୋର ଧକ୍କା ଦେଇଥିଲା  ଫଳରେ କାରଟି ସମ୍‌ୁଣ୍ଣ ମାଟିରେ ମିଶିଯାଇଥିଲା ।   ଘଟଣାସ୍ଥଳରେ ଉଦ୍ଧାର କାଯ୍ୟ ଟିମ  ପହଞ୍ଚି   ଉଦ୍ଧାରକାଯ୍ୟ ଜାରି ରଖିଛନ୍ତି ।   ନିକଟସ୍ଥ  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।  ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking