14.1 C
Bhubaneswar
Sunday, December 7, 2025
Homeଓଡିଶାଓଭର ବ୍ରିଜ୍ ତଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଓଭର ବ୍ରିଜ୍ ତଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଟାଉନ ଥାନା ଅଞ୍ଚଳର ଜମୁର୍ଡା ଓଭର ବ୍ରିଜ୍ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟା ସନ୍ଦେହ କରାଯାଉଛି। ବ୍ୟକ୍ତି ଜଣକ ହେଉଛନ୍ତି ଜମୁର୍ଡା ଗାଁ ଟାଙ୍ଗରପଡ଼ାର ଭୀମ ବିଶାଲ ବୋଲି ଜଣା ପଡ଼ିଛି । ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହି ରକ୍ତସ୍ରାବ ହେଉଥିବାରୁ କେହି ଦୁର୍ବୃତ୍ତ ତାଙ୍କୁ ପିଟିପିଟି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ଲୋକେ l ତେବେ ଘଟଣାସ୍ଥଳକୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking