27.1 C
Bhubaneswar
Saturday, December 6, 2025
Homeଓଡିଶାମନ୍ଦିର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ମନ୍ଦିର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ମନ୍ଦିର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା  ମୃତଦେହ । ବାହାନଗା ପଥରପେଣ୍ଡ ଏନଏଚ ୧୬ କଡରେ ଥିବା ଥିବା ମନ୍ଦିରରୁ ମୃତଦେହ ଉଦ୍ଧାର ହୋଇଛି । ଏନେଇ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଲେ ପରିବାର ଲୋକେ ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି  ମୃତଦେହ ଜବତ କରି ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking