16.1 C
Bhubaneswar
Tuesday, December 23, 2025
Homeଓଡିଶାମିଳିଲା ନିଖୋଜ ଆଇନଜୀବୀଙ୍କ ମୃତଦେହ

ମିଳିଲା ନିଖୋଜ ଆଇନଜୀବୀଙ୍କ ମୃତଦେହ

ବାରିପଦା: କାର୍ ଭିତରୁ ନିଖୋଜ ଆଇନଜୀବୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଆଇନଜୀବୀ ଗୁଲେଶ ଚନ୍ଦ୍ର ଗୋଚ୍ଛାୟତ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ଉଦ୍ଧାର ପରେ ମୃତଦେହକୁ ଚିହ୍ନଟ କଲେ ପରିବାର ଲୋକେ । ସକାଳେ ଗାଁ ପୋଖରୀ ଭିତରୁ ମିଳିଥିଲା ଗଳିତ ମୃତଦେହ ସହ କାର୍ । ସାରସକଣା ଝାରପୋଖରିଆ ଥାନା ଉପରବେଢା ଗାଁ ପୋଖରୀରୁ ମିଳିଥିଲା । ସେପ୍ଟେମ୍ବରରୁ ନିଖୋଜ ଥିଲେ ଆଇନଜୀବୀ । ଥାନାରେ ନିଖୋଜ ଥିବା ନେଇ ପରିବାର ଲୋକେ ଏତଲା ଦେଇଥିଲେ । ମୃତଦେହ ଉଦ୍ଧାର କରିବା ପରେ ପୋଲିସ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking