16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ :ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘରର ମାଲିକ, ତାଙ୍କ ମାଦ ସ୍ତ୍ରୀ ଓ ପୁଅର ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ କର୍ଣ୍ଣାଟକରେ ଚାଂଚଲ୍ୟ ଖେଲିଯାଇଛି ।କେମିତି ହେଲା ମୃତ୍ୟ, ଏହା ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ ରହିଛି ।ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ପରେ ଆତ୍ମହତ୍ୟା ବୋଲି ଅନୁମାନ କରାଯାଇଛି ।ସୂଚନା ଅନୁସାରେ କିଛି ଦିନ ହେବ ଏହି ଆପାଟମେଣ୍ଟରେ ରହୁଥିଲେ ଚେତନ ଓ ପରିବାର ।ପେଶାରେ ଜଣେ ବ୍ୟବସାୟୀ ଥିଲେ ।ତେବେ ଅଧିକ ଋଣ ପାଇଁ ହୁଏତ ନିଜ ସହ ପରିବାରକୁ ଶେଷ କରିବା ପାଇଁ ଚିନ୍ତା କରିଥିବେ ।ପାଖପୋଡଣୀଙ୍କ ବୟାନ ଆଧାରରେ ତଦନ୍ତ କରୁଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking