କଟକ : ବନ୍ଦ ଘର ଭିତରୁ ବାପା ଓ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ବାପା ଓ ବେଡରେ ପଡିଛି ଝିଅର ମୃତଦେହ । ବାଦାମବାଡି ସ୍ନେହଲତା ଅପାର୍ଟମେମ୍ଟରୁ ମୃତଦେହ ଉଦ୍ଧାର କରାଯାଇଛି । ୨ ବର୍ଷ ହେବ ବାପା ଝିଅ ଭଡାରେ ରହୁଥିଲେ । ଝିଅର ବୟସ ୧୬ ବର୍ଷ । ଉଭୟଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।










