ଛତିଶଗଡ: ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ୨ ମହିଳା ଓ ୩ ପୁରୁଷ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୭କୁ ଛୁଇଁଛି । ବିଜାପୁର ଇନ୍ଦ୍ରାବତୀ ନାସନାଲ ପାର୍କରେ ଏନକାଉଣ୍ଟର ଚାଲିଛି । ରାତିସାରା ସର୍ଚ୍ଚ ଅପରେସନ ଚାଲିଛି । ସୁରକ୍ଷାକର୍ମୀ- ମାଓବାଦୀଙ୍କ ମଧ୍ୟ ଗୁଳିବିନିମୟ ଜାରି ରହିଛି । ସୂଚନାଥାଉକି, ଗୁରୁବାର ସିସିଏମ ସୁଧାକର ର ମୃତ୍ୟୁ ହୋଇଥିଲା । ଖାଲି ତେଲେଙ୍ଗାନା କମିଟି ସଦସ୍ୟ ଭାସ୍କରର ମୃତ୍ୟୁ ହୋଇଛି । ପ୍ରବଳ ଖରା ଯୋଗୁଁ କିଛି ଯବାନ ଅସୁସ୍ଥ ରହିଛନ୍ତି ।