17.1 C
Bhubaneswar
Wednesday, December 10, 2025
Homeଓଡିଶାବିଏମସି ଘଟଣା:  ଓଏଏସ, ଓଆରଏସ ଅଫିସରଙ୍କ ସମୂହ ଛୁଟି

ବିଏମସି ଘଟଣା:  ଓଏଏସ, ଓଆରଏସ ଅଫିସରଙ୍କ ସମୂହ ଛୁଟି

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ  ୮ ଜିଲ୍ଲାର ଓଏଏସ, ଓଆରଏସ ଅଫିସର । କଟକ, ଜଗତସିଂହପୁର, ଭଦ୍ରକ, ରାୟଗଡା, ଦେବଗଡ ଜିଲ୍ଲା , ସୁବଣ୍ଣପୁର, ବାଲେଶ୍ୱର ଓ ଗଞ୍ଜାମ ଜିଲ୍ଲାରେ ବି ସମୂହ ଛୁଟିରେ ଗଲେ ।  ବିଏମସି ଅଫିସରଙ୍କୁ ଆଟାକ ଘଟଣା ପ୍ରତିବାଦରେ ଛୁଟିରେ ଗଲେ । ଦୃଷ୍ଟାନ୍ତମୂଳକ କାଯ୍ୟାନୁଷ୍ଠାନ ନହେବା ଯାଏଁ ଛୁଟିରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking