14.1 C
Bhubaneswar
Monday, December 8, 2025
Homeଓଡିଶାବିଏମସି ଘଟଣା; ସବୁ ଅଭିଯୋଗ ମିଛ: ରତ୍ନାକର ସାହୁ

ବିଏମସି ଘଟଣା; ସବୁ ଅଭିଯୋଗ ମିଛ: ରତ୍ନାକର ସାହୁ

ଭୁବନେଶ୍ୱର:  ସବୁ ଅଭିଯୋଗକୁ ଖଣ୍ଡନ କଲେ  ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ।  ମୋ ବିରୋଧରେ ସମସ୍ତ ଅଭିଯୋଗ ଭିତ୍ତିହୀନ ।  ଏଭଳି ମିଛ କଥା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି । ରେବତୀ ବେହେରାଙ୍କ ଅଭିଯୋଗ ସମ୍ପୁଣ୍ଣ ମିଛ ।  ପୋଲିସ ତା ହିସାବରେ କାମ କରୁଛି ଆଇନ ଉପରେ ଭରସା ଅଛି । ଉପରିସ୍ଥ ଅଧିକାରୀଙ୍କ ଠାରୁ ତଳ କର୍ମଚାରୀଙ୍କ ସହେଯାଗ ପାଇଛି । କାମ କରିବା ବେଳେ ଏଭଳି ଅଘଟଣ ଘଟେ, ଆଇନ ମୋତେ ନ୍ୟାୟ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking