ଭୁବନେଶ୍ୱର: ଆଇଡି ବିସ୍ଫୋରଣକୁ ନେଇ ରେଞ୍ଜଡାରେ ଏଡିଜିଙ୍କ ସ୍ଥିତି ଅନୁଧ୍ୟାନ । ସ୍ଥିତି ଅନୁଧ୍ୟାନ ପରେ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ରାଉରକେଲା ପୋଲିସ ଜିଲ୍ଲାରେ ୩ ମାସରେ ମାଓ କାଯ୍ୟକଳାପ ବଢିଛି । ୨୦୧୮ ମସିହା ପରଠୁ ଏଠାରେ ମାଓ ଗତିବିଧି ନଥିଲା , ଏବେ ବଢିଛି । ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ , ଅଧିକ ଏସଓଜି ଓ ପୋଲିସ ଫୋର୍ସ ପଠାଇବୁ । ଝାଡଖଣ୍ଡ ପୋଲିସ ସହ ମିଶି ମାଓ ମୁକାବିଲା ପାଇଁ ପ୍ରସ୍ତୁତ କରିଛୁ । ଅଧିକ କ୍ୟାମ୍ପ କରିବୁ, ଗୁଇନ୍ଦା ନେଟୱର୍କକୁ ଆହୁରି ଶକ୍ତିଶାଳୀ କରିବୁ ।
https://www.youtube.com/watch?v=b1NIaBfX9rE&t=1s










