13.1 C
Bhubaneswar
Wednesday, January 14, 2026
Homeଓଡିଶାଶ୍ରୀମନ୍ଦିରରେ ରକ୍ତଛିଟା: ୧ ଘଣ୍ଟା  ପାଇଁ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ରକ୍ତଛିଟା: ୧ ଘଣ୍ଟା  ପାଇଁ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ରକ୍ତଛିଟା ।  ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା  ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି କରାଯାଉଛି ।  ସୂଚନା ଅନୁସାରେ ,  ଜଣେ ପୋଲିସ  କର୍ମଚାରୀଙ୍କ  ଗୋଡରେ  କାଚ ବାଜିବାରୁ  ଶ୍ରୀମନ୍ଦିରରେ  ରକ୍ତଛିଟା ପଡିଥିଲା ।   ଏହା ପରେ ବିଧି ଅନୁସାରେ  ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ  ମହାସ୍ନାନ ନୀତି କରାଯାଉଛି  । ଏଥିପାଇଁ ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ ମହାସ୍ନାନ  କରାଯାଉଥିବାରୁ ୧ ଘଣ୍ଟା  ପାଇଁ ଦର୍ଶନ ବନ୍ଦ କରାଯାଇଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking