27.1 C
Bhubaneswar
Friday, June 28, 2024
Homeଅପରାଧଟଙ୍କା ପାଇଁ ରକ୍ତପାତ

ଟଙ୍କା ପାଇଁ ରକ୍ତପାତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିର ସାଲେବରଟ ଗାଁରେ ଘଟିଛି ହତ୍ୟାକାଣ୍ଡ । ପାରିବାରିକ କଳହରୁ ଘଟିଲା ରକ୍ତପାତ । ସୂଚନା ଅନୁସାରେ, ବହୁ ଦିନ ପର୍ଯ୍ୟନ୍ତ ପରିବାରରେ କଳହ ଲାଗି ରହିଥିଲା । ଏହି କଳହ ଉଗ୍ର ରୂପ ଧାରଣ କରି ରକ୍ତପାତ ଘଟାଇଛି । ପଥରରେ ଛେଚି ସଂପର୍କୀୟ ଭାଇମାନେ ଭାଇକୁ ହତ୍ୟା କରିଛନ୍ତି । ସମ୍ପତ୍ତି ପାଇଁ ଭାଇର ହତ୍ୟାକାରୀ ସାଜିଲା ଭାଇ । ପରେ ଏହି ଖବର ସିନ୍ଧେକେଲା ପୋଲିସ ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking