23.1 C
Bhubaneswar
Sunday, March 22, 2026
Homeଓଡିଶାରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀରାଜୀବଗାନ୍ଧୀଙ୍କଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଭାରତୀୟ ଯୁବକଂଗ୍ରେସର ନିର୍ଦ୍ଦେଶକ୍ରମେ ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁସଭାପତିଶ୍ରୀରଣଜିତ ପାତ୍ରଙ୍କନେତୃତ୍ୱରେଓଡ଼ିଶାରସମସ୍ତଜିଲ୍ଲାସଦର ମହକୁମାରେ ରକ୍ତଦାନ ଶିବିରଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଯାଇଛି।ଭୁବନେଶ୍ୱରରେଭୁବନେଶ୍ୱରଜିଲ୍ଳା ଯୁବକଂଗ୍ରେସସଭାପତି ମହମ୍ମଦ ଗୁଲଫାମଙ୍କନେତୃତ୍ୱରେ ପ୍ରଦେଶ କଂଗ୍ରେସକାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା।ଏହି ରକ୍ତଦାନ ଶିବିରକୁ ପିସିସିସଭାପତିଶ୍ରୀଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ।ସେହିଭଳି ପ୍ରଦେଶ ଯୁବକଂଗ୍ରେସସଭାପତିଶ୍ରୀରଣଜିତ ପାତ୍ର ପୁରୀଜିଲ୍ଲାକଂଗ୍ରେସସଭାପତିଶ୍ରୀ ଆଲୋକ ଦାସଙ୍କସଭାପତିତ୍ୱରେ ପୁରୀଠାରେହୋଇଥିବା ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।

ଭୁବନେଶ୍ୱରଜିଲ୍ଲା ଯୁବକଂଗ୍ରେସଶିବିରରେ ପୂର୍ବତନ ପିସିସିସଭାପତିଜୟଦେବ ଜେନା, ରମେଶଜେନା, ସୁରେଶକୁମାରରାଉତରାୟ, ଶିବାନନ୍ଦ ରାୟ, ୟାସିର ନୱାଜ, ମନୋଜଜେନା, ସନ୍ତୋଷଜେନା, ପ୍ରକାଶମିଶ୍ର, ଅଜୟ ସାହୁ, ସୁଦିପ ସାମଲ, ବଳରାମ ନନ୍ଦ, ସତ୍ୟଜିତ ପଟ୍ଟନାୟକ, ଲିଙ୍ଗରାଜସାହୁ, ମନୋଜରାଉତ, ମିହିର ଆଚାର୍ଯ୍ୟ, ଶିଳ୍ପିଶ୍ରୀହରିଚନ୍ଦନ, ସସ୍ମିତା ପଣ୍ଡା, ଲିପିକା ପାତ୍ର, କାର୍ତ୍ତିକେଶ୍ୱରକାଣ୍ଡି, ସ୍ପନ୍ଦନ ସ୍ୱାଇଁ, ସୁରଜରାଉତ, ସାଗର ପଟ୍ଟନାୟକ, ପବିତ୍ରସେଠୀ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking