23.1 C
Bhubaneswar
Tuesday, February 3, 2026
Homeଓଡିଶାରକ୍ତ ଦାନ ଶିବିର

ରକ୍ତ ଦାନ ଶିବିର

ଯାଜପୁର : ଯାଜପୁର ବ୍ଲକ ବାଣପୁର ଢ଼ିହସାହି ରେ ଅନନ୍ତ ଗୋପାଳ ଭକ୍ତ ସମାଜ ସେବା ସଙ୍ଗ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଛି । ସେବା ସଂଘର ସମ୍ପାଦକ ନିକୁଞ୍ଜ କୁମାର ଦେଓଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଛତିଆବଟ ର ମଣିମା ପ୍ରଦ୍ଵିମ୍ନ କୁମାର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ନିରଞ୍ଜନ ଦାସ, ବିଶ୍ଵରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଯାଜପୁର ଜ଼ିଲ୍ଲାର ଅନନ୍ତ ଗୋପାଳ ଭକ୍ତ ସମାଜ ସେବା ସଙ୍ଗ ର ସଦସ୍ୟ ମାନେ ଯୋଗଦାନ କରି ରକ୍ତଦାନ କରିଥିଲେ। ଏହି ଶିବିର ରୁ ମୋଟ ୧୬୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିର କୁ ସଂଘ ପକ୍ଷରୁ ବିଭୂତି ଭୂଷଣ ପାଲ, ଅଚ୍ୟୁତାନନ୍ଦ ନାୟକ, ସରୋଜ ବିଶ୍ଵାଳ, ମୋହନ ଚରଣ ଦାସ, ଅଚ୍ୟୁତାନନ୍ଦ ବାଭି ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking