28.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶପାର୍କରେ ଆଖିବୁଜା ଗୁଳିମାଡ: ୩ ମୃତ

ପାର୍କରେ ଆଖିବୁଜା ଗୁଳିମାଡ: ୩ ମୃତ

ନୂଆଦିଲ୍ଲୀ: ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ ହୋଇଛି। ଦୁର୍ବୁତ୍ତର ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଲାସ୍ କ୍ରୁସ୍ ର ୩ଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ଲାସ୍ କ୍ରୁସ୍ ସିଟି କାଉନସିଲର ତଥା ମେୟର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେପଟେ ପୁଲିସ୍ ଘଟଣାର ଭିଡିଓ ସେୟାର କରିବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking