କଟକ: ମହଙ୍ଗା ପଡିଲା ମହିଳା ଡାକ୍ତରଙ୍କୁ ବ୍ଲାକମେଲ୍ । ନାଇଜେରିଆ ଯୁବକଙ୍କୁ ବାନ୍ଧିଲା ପୋଲିସ । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନରେଟ ପୋଲିସ । ଗିରଫ ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଲା ପେଲିସ । ନ୍ୟୁଡ୍ ସିନ୍ ଭାଇରାଲ ଧମକ ଦେଇଥିଲା ନାଇଜେରିଆନ୍ । ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ପରେ ପରିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତ ନିକଟରୁ ୮ଟି ସିମ୍ କାର୍ଡ ଓ ୫ଟି ମୋବାଇଲ ଜବତ । ଜବତ ସିମ୍ କାର୍ଡ ଓ ମୋବାଇଲରୁ ମିଳିବ ଗୁମର । ୩ ହଜାର ଯୁବତୀଙ୍କ ସ୍କ୍ରିନ୍ ସଟ୍ ରଖିଥିଲା ଅଭିଯୁକ୍ତ ।