କଳାହାଣ୍ଡି : ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ୱରୁ କଳାପତାକା ପ୍ରଦର୍ଶନ କରିଛନ୍ତି । ସଭାମଞ୍ଚ ନିକଟରେ କଳାପତାକା ପ୍ରଦର୍ଶନ କରିଛନ୍ତି । ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । କଳା ପତାକା ପ୍ରଦର୍ଶନରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି । ପୁଲିସ ଓ କଂଗ୍ରେସ କୁ ନେଇ ଯୁକ୍ତିତର୍କ ଦେଖାଦେଇଥିଲା ।