26.1 C
Bhubaneswar
Thursday, June 19, 2025
Homeଓଡିଶାଜୁନ ୯ରୁ ବିଜେପିର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଜୁନ ୯ରୁ ବିଜେପିର ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବର୍ଷପୂର୍ତ୍ତି  ପାଳନ ପାଇଁ ରାଜ୍ୟ ବିଜେପି ଯୋଜନା କରିଛି । ବୁଥ, ମଣ୍ଡଳ, ରାଜ୍ୟସ୍ତରରେ ପାଳନ ପାଇଁ କମିଟି ଗଠନ କରାଯିବ । ଜୁନ ୯ରୁ ରାଜ୍ୟବବ୍ୟାପୀ ଆରମ୍ଭ ହେବ କାଯ୍ୟକ୍ରମ । ସରକାରଙ୍କ ବାର୍ତ୍ତା ଲୋକଙ୍କ ପାଖରେ  ପହଞ୍ଚାଇବେ କର୍ମକର୍ତ୍ତା ।  ବୈଠକ ପରେ ସମୀର ମହାନ୍ତି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking