25.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡି ଅଭିଯୋଗରେ ବିଜେପିର ଜବାବ

ବିଜେଡି ଅଭିଯୋଗରେ ବିଜେପିର ଜବାବ

ଭୁବନେଶ୍ୱର: ବିଜେଡି ଅଭିଯୋଗରେ  ଜବାବ ରଖିଲା ବିଜେପି ।  ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଜବାବ ରଖିଛନ୍ତି ।କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା ।  ନବୀନ ବଧେ ଚାହୁଁଛନ୍ତି ଏବେ ସେମିତି ହେଉ ।  ସ୍ୱଚ୍ଛ ପରୀକ୍ଷା ସରକାର କରିବାକୁ ଚାହୁଁଛନ୍ତି ।  ପୂର୍ବରୁ ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପରୀକ୍ଷା ବିଭ୍ରାଟକୁ ନେଇ ସମାଲୋଚନା କରିଛନ୍ତି । ପରୀକ୍ଷା ପରିଚାଳନାରେ ବାରମ୍ବାର  ବିଭ୍ରାଟ  ହେଉଛି । ଅନ୍ଧାରକୁ ଠେଲି ହୋଇଯାଉଛି  ମେଧାବୀ ପିଲାଙ୍କ ଭବିଷ୍ୟତ । ୧୮ ମାସରେ  ୧୮  ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି । ବିଜେପି ସରକାର  ଆସିବା ପରେ ଏପରି କାହିଁକି ହେଉଛି ? ସରକାର ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉନାହାନ୍ତି । ଆଗକୁ ବିଜେଡି  ଆନ୍ଦୋଳନକୁ ଓହ୍ଲାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking